ଶେରଗଡ ବିଦ୍ଯୁତ ବିଭାଗ ଏସ ଡି ଓ ଙ୍କ ବିରୁଦ୍ଧ ରେ ମେଳି।

0
239

ଶେରଗଡ,୨୪/୦୩/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବିଦ୍ଯୁତ ବିଭାଗ ଏସ ଡି ଓ ଙ୍କ ଏକଛତ୍ର ଶାସନର ପ୍ରତିବାଦ ଓ ବଦଳି ଦାବି କରି ବିଦ୍ଯୁତ କର୍ମଚାରୀମାନେ ମେଳି ହୋଇ ଧାରଣା ଦେଇଛନ୍ତି।କର୍ମଚାରୀମାନଙ୍କ ପ୍ରତି ଆଶାଳୀନ ବ୍ଯବହାର କରୁଥିବା ଅଭିଯୋଗ ହେଉଛି। କଥାକଥାରେ ବିଭିନ୍ନ କାମ ପାଇଁ ଲାଂଚ ମାଗୁଥିବା,ବଦଳି ଓ ନିଲମ୍ବନ ଇତ୍ଯାଦି ଧମକ ଦେଉଥିବା ଅଭିଯୋଗ କରି ବିଭାଗୀୟ କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଦ୍ଯୁତ ବିଭାଗ ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here