ଟୁଇନ୍ ସିଟିରେ ବାହାଘର ପ୍ରୋସୋସନ୍ ମନା: ବିବାହରେ ସର୍ବାଧିକ ୫୦, ଅନ୍ତେଷ୍ଟିରେ ୨୦ ଲୋକ

0
161

ଭୂବନେଶ୍ୱର,୦୯/୦୪/୨୦୨୧:ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ ଛୁଇଁବା ପରେ ପୁଲିସ କମିଶନରେଟ ପକ୍ଷରୁ ଟୁଇନ ସିଟିରେ ବିବାହ ଶୋଭାଯାତ୍ରା(ପ୍ରୋସେସନ) ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଏହାସହିତ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଅନ୍ତେଷ୍ଟିରେ ସର୍ବାଧିକ ୨୦ଜଣଙ୍କୁ ଅନୁମତି ମିଳିବ। ତେବେ ଉଭୟ ବିବାହ ଓ ଅନ୍ତେଷ୍ଟି ପାଇଁ ସ୍ଥାନୀୟ ଥାନାଠୁ ଅନୁମତି ଜରୁରୀ ବୋଲି ଆଜି କମିଶନରେଟ ପୁଲିସ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here