ବ୍ରହ୍ମପୁର ଠାରେ ନନ୍ଦମହୋତ୍ସବ-୨୦୨୧ ଧୁମଧାମରେ ପାଳିତ

0
183

ବ୍ରହ୍ମପୁର,୦୧/୦୯/୨୦୨୧:ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ବ୍ରହ୍ମପୁର ମହାନଗର ତାଲୁକା ଆନୁକୂଲ୍ୟ ଓ ସଂଯୋଜନରେ ଜିଲ୍ଲା ସ୍ତରୀୟ ନନ୍ଦ ମହୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଆଧ୍ୟାତ୍ମିକ ଜାତିଆ ଓ ରାଜ୍ୟ ସ୍ତର ରେ ଧୁମଧାମରେ ପାଳିତ ହେଉଥିବା ବେଳେ ସ୍ଥାନୀୟ ଚାଚା ନେହୁରୁ ବ୍ୟାୟାମ କେନ୍ଦ୍ର ,ଗୋଷାଣି ନୂଆଗାଁ ବ୍ରହ୍ମପୁର ଠାରେ ଶ୍ରୀକୃଷ୍ଣ ମହାପ୍ରଭୁ ଙ୍କୁ ଆରାଧନା ଓ ପୂଜା ଅର୍ଚ୍ଚନା କରି,ଘୃତ ଯଜ୍ଞ, ବେଦ ପାଠ,ଓ ଗୀତା ପାଠ ସର୍ବପରି ଗୋପାଳ ଭାଇ ମାନଙ୍କ ଗହଣରେ କୁନି କୁନି ଶ୍ରୀ କୃଷ୍ଣ ଓ ରାଧା ବେଶଧରି ଙ୍କ ଗହଣରେ ଘଣ୍ଟମର୍ଦଲ ,ଶଙ୍କମହୁରୀ ପରିବେଷଣ କରି ସୁସଜ୍ଜିତ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ହୋଇଥିଲା ପରେ ପରେ ଗୋପାଳ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ କୋଭିଡ- 19 ନିୟମ ପ୍ରକାରେ ମାସ୍କ ପରିଧାନ କରି,ସାମାଜିକ ଦୁରତା ବଜାଇରଖି ଚଳିତ ବର୍ଷର ମହସ୍ତବ ଆୟୋଜନ ହୋଇଥିଲା। ଜିଲ୍ଲା ସମ୍ପାଦକ ଶ୍ରୀ ନାରାୟଣ ମହାଙ୍କୁଡ ଙ୍କ ପୌରହିତ ରେ ଓ ଶ୍ରୀ ମୁକୁନ୍ଦ ଗୌଡ଼ ଙ୍କ ସଭାପତିତ୍ୟରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଚନ୍ଦ୍ରଶେଖର ସାହୁ ମାନ୍ୟବର ସାଂସଦ ବ୍ରହ୍ମପୁର, ଉଦଘାଟକ ଭାବେ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଅଧ୍ୟକ୍ଷ ଓଡ଼ିଶା ରାଜ୍ୟ କୋଠା ବାଡ଼ି ଉନ୍ନୟନ ନିଗମ ,ମୁଖ୍ୟବକ୍ତା ଭାବେ ଶ୍ରୀ ବିକ୍ରମ କୁମାର ପଣ୍ଡା ମାନ୍ୟବର ବିଧାୟକ ବ୍ରହ୍ମପୁର, ସମ୍ମାନିତ ଅତିଥି ଭାବେ ଶ୍ରୀ ସୁବାଷ ଚନ୍ଦ୍ର ମହାରଣା ପୂର୍ବତନ ବି ଡି ଏ ଅଧ୍ୟକ୍ଷ ,ଶ୍ରୀ ସଂଜୀବ ପାଣିଗ୍ରାହୀ ଉପ ସଭାପତି ବି ଜେ ଡି ଗଞ୍ଜାମ,ମଦନ ମୋହନ ଦଳାଇ ଯୁଗ୍ମ ସମ୍ପାଦକ ,ଶ୍ରୀ ରାଜେନ୍ଦ୍ର ସାହୁ,ପରିଚାଳକ ସ୍ବତନ୍ତ୍ର ପ୍ରଦକ୍ଷଣ କକ୍ଷ ବ୍ରହ୍ମପୁର,ମନ ମୋହନ ପାଢ଼ୀ କ୍ଷେତ୍ର ପ୍ରସାର ଅଧିକାରୀ ଗଂଜାମ,ଓ ସମାଜ ସେବୀ ବାବୁ ଗୌଡ଼,ମଳୟ ବିଶୋଇ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପାର୍ବତୀ ପ୍ରଧାନ ,ର ମୁରଲୀ ମୋହନ,ରାଜୀବ ବିଶୋଇ,ଦିଲୀପସ୍ବାଇଁ,ରାମ ସାମଲ ଯୋଗଦେଇ ଗୋପାଳ ସମାଜ ଓ ନନ୍ଦ ମହୋତ୍ସବ ପାଳନ ର ମହତ୍ବ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ,ସମାଜର ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ସଭାପତି ନନ୍ଦ କିଶୋର ମହାଙ୍କୁଡ ,ଜିଲ୍ଲା ସମ୍ପାଦକ ନାରାୟଣ ମହାଙ୍କୁଡ,ଶ୍ରୀ ଧୁବା ଗୌଡ଼ ଜିଲା କାର୍ଯ୍ୟ କାରୀ ସଭାପତି,ଶ୍ରୀ ଶିବ ରାମ ଗୌଡ଼ ଜିଲା ଉପ ସଭାପତି ,ଶ୍ରୀ ମୁରଲୀ ଗୌଡ଼,ସୁବାଷ ଗୌଡ଼,କାର୍ଣ୍ଣାଲ ରାମଚନ୍ଦ୍ର ଗୌଡ଼,କୈଳାଶ ଗୌଡ଼ (ଜିଲା ଉପଦେଷ୍ଟା ଗଣ ),ଶ୍ରୀ ବିଜୟ କୁମାର ଗୌଡ଼,ନରସିଂହ ଗୌଡ଼,ଶତ୍ରୁଘ୍ନ ଗୌଡ଼ (ଜିଲା ସହ ସମ୍ପାଦକ ଗଣ),ଶ୍ରୀ ଅରୁଣ ଗୌଡ଼ ଜିଲା କୋଷାଧ୍ୟକ୍ଷ, ଶ୍ରୀ ଡମ୍ବୁରୁ ଗୌଡ଼,ଭବାନୀ ଶଙ୍କର ଗୌଡ଼,ସୀମାଞ୍ଚଳ ଗୌଡ଼,ସାରଥୀ ପ୍ରସାଦ ଗୌଡ଼,ମୋହିନୀ ମୋହନ ମହାଙ୍କୁଡ,ତଲୁକା ସ୍ତରିୟ ସଭାପତି ମାନେ ଯୋଗ ଦେଇ ତାଙ୍କର ମତ ସାବ୍ୟସ୍ତ କରିଥିଲେ,ଆୟୋଜକ ବ୍ରହ୍ମପୁର ମହାନଗର ତ।ଲୁକାର ସଭାପତି ଧୁବା ଗୌଡ଼,କାର୍ଯ୍ୟକାରୀ ସଭାପତି ମୁକୁନ୍ଦ ଗୌଡ଼,ଦେବରାଜ ଗୌଡ଼ ଉପସଭାପତି,ସମ୍ପାଦକ କବିରାଜ ଗୌଡ଼,ରମେଶ ଚନ୍ଦ୍ର ଗୌଡ଼ ସହ ସମ୍ପାଦକ ,ବିନୋଦ ଗୌଡ଼ କୋଷାଧ୍ୟକ୍ଷ, ପ୍ରତାପ ଗୌଡ଼,ଦେବରାଜ ଗୌଡ଼,ନିରଞ୍ଜନ ଗୌଡ଼,ତଲୁକା ପରିଷଦ ର ସଭ୍ୟ ମାନେ ସଂଯଜନ। କରି ସହଯୋଗ କରିଥିଲେ ପରିଶେଷରେ କବିରାଜ ଗୌଡ଼ ଧନ୍ୟବାଦ ଆର୍ପଣ କରି ସଭା ସାଙ୍ଗ ଘୋଷଣା କରାଯାଇଥିଲା

LEAVE A REPLY

Please enter your comment!
Please enter your name here