ଟିଏମଏସ ରାଜ୍ୟ ଉପସଭାପତି ସତ୍ୟନାରାୟଣ ସମ୍ବର୍ଦ୍ଧିତ

0
229

ଭୂବନେଶ୍ୱର,୨୪/୧୦/୨୦୨୧: ଟିଏମଏସ ରାଜ୍ୟ ଉପସଭାପତି ସତ୍ୟନାରାୟଣ ମିଶ୍ର ଙ୍କୁ ଟିଏମଏସ ରାଜ୍ୟସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି।ଭୁବନେଶ୍ୱର ସ୍ଥିତ ସାମ୍ବାଦିକ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇ ଥିଲା।ଏହି ଅବସରରେ ରାଷ୍ଟ୍ରୀୟ ମହିଳା ସେଲ ଅଧକ୍ଷା ସୌଦାମିନୀ ଚୌଧୁରୀ,ରାଜ୍ୟ ପ୍ରଭାରୀ ଭୋଳା କୁମାର ଚୌଧୁରୀ,ରାଜ୍ୟ ସଭାନେତ୍ରୀ ସୁଜାତା ରାଣୀ କର ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ସତ୍ୟଙ୍କ ବ୍ୟତୀତ ସମାଜସେବା ଏବଂ ସଂଗଠନ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ଥିଲା।କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଯୋଗାଯୋଗ ଏବଂ ରାସ୍ତା ଭଳି ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ଯେପରି ସମାଧାନ ହୋଇ ପାରିବ, ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here