ଧର୍ମ ପରାୟଣ ମହିଳାଙ୍କ ବିୟୋଗ

0
266

ଚିକିଟି,୦୫/୦୧/୨୦୨୨:ଚିକିଟି ଗଡ କରଣ ସାହି ର ସ୍ବର୍ଗତ ବାଙ୍କବିହାରୀ ପଟ୍ଟନାୟକ ଙ୍କ ଧର୍ମପତ୍ନୀ ହେମଲତା ପଟ୍ଟନାୟକ ଙ୍କ ଆଜି ବିୟୋଗ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା।ସେ ଜଣେ ଧର୍ମ ପରାୟଣ, ଶାନ୍ତ ଓ ଭଦ୍ର ମହିଳା ଭାବରେ ଜଣାଶୁଣା ଥିଲେ। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ୩ପୁଅ ଯୁଗଳ କିଶୋର, ଲଳିତ ମୋହନ,ରାମଶଙ୍କର ଏବଂ ୩ ଝିଅ ଭାଗ୍ୟଲତା,ଶାନ୍ତିଲତା, ଆଶାଲତା ଙ୍କ ସମେତ ଜ୍ବାଇଁ, ପୁତ୍ରବଧୁ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ।ତାଙ୍କର ମୃତ୍ୟୁ ରେ ଅଚଂଳ ରେ ଶୋକ ର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here