ଆସନ୍ତାକାଲି ଅନୁଷ୍ଠିତ ହେବ ଶିକ୍ଷକ ଯୋଗ୍ୟତା ପରିକ୍ଷା ( OSSTET)

0
358

କଟକ,୦୮/୦୨/୨୦୨୨:ଆସନ୍ତାକାଲି ଶିକ୍ଷକ ଯୋଗ୍ୟତା ପରିକ୍ଷା ବା ଓଏସଏସଟିଇଟି OSSTET ପରୀକ୍ଷା ହେବ। ଆସନ୍ତାକାଲି ସକାଳ ୯ରୁ ୧୧.୩୦ ପର୍ଯ୍ୟନ୍ତ ପ୍ରଥମ ଓ ଦିନ ୧ ରୁ ୩.୩୦ ଯାଏ ଦ୍ୱିତୀୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୭୨,୨୮୦ ପରକ୍ଷାର୍ଥୀ ପରୀକ୍ଷା ଦେବେ। ପେପର ୧ ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ ପେପର ୨ ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।ପେପର ୧ ପାଇଁ ୩୩୮ ଓ ପେପର ୨ ପାଇଁ ୩୩ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ।ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ କୋଭିଡ ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ।ଏହା ସହ କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମ୍ ରହିବ।କପି କରି ଧରାପଡି ଏମପି ହେଲେ ଆଉ ଜୀବନରେ ପରିକ୍ଷା ଦେବାକୁ ସୁଯୋଗ ମିଳିବ ନାହିଁ ।

LEAVE A REPLY

Please enter your comment!
Please enter your name here