ବାରବାଟୀ ରେ ଭାରତ – ଦକ୍ଷିଣ ଆଫ୍ରିକା କ୍ରିକେଟ ମ୍ୟାଚ।ଜୁନ ୧ରୁ ଟିକେଟ୍ ବିକ୍ରି।ବାରବାଟୀ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି

0
259

କଟକ,୨୦/୦୫/୨୦୨୨:
ବାରବାଟୀ ରେ ଭାରତ-ଦ.ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ହେବ।ଜୁନ୍ ୧ରୁ ଅନଲାଇନ୍ ଏବଂ ୯ ଓ ୧୦ରେ ଅଫଲାଇନ୍ ଟିକେଟ ବିକ୍ରି ହେବ ବୋଲି ଆଜି ସମୀକ୍ଷା ବୈଠକ ପରେ ଓଡିଶା କ୍ରିକେଟ ଏସୋସିଏସନ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।
ବଢ଼ିଲା ବାରବାଟୀ ଟିକେଟ ଦର
ଗ୍ୟାଲେରି ନମ୍ବର ୧,୩ ଓ ୫ର ଟିକେଟ ଦର ୯୦୦ ଟଙ୍କା । ୨ ଓ ୪ ନମ୍ବର ଗ୍ୟାଲେରିର ଟିକେଟ ଦର ୭୦୦, ୭ ନମ୍ବର ଗ୍ୟାଲେରିର ଦର ୬୦୦, ସ୍ପେଶାଲ ଏନ୍‌କ୍ଲୋଜର ୫୦୦୦, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିଅନ୍ ୮୦୦୦, କର୍ପୋରେଟ ବକ୍ସ ୧୨ ହଜାରକୁ ବୃଦ୍ଧି । Paytmରେ ବିକ୍ରି ହେବ ୫୦୦୦ ଟିକେଟ ବିକ୍ରି କରାଯିବାକୁ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here