ଓଏଏସ୍ ପରୀକ୍ଷା ରେ ୧୧୮ ନମ୍ବର ସ୍ଥାନ ରଖି ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି ରାଜେନ୍ଦ୍ର ।

0
103

ବ୍ରହ୍ମପୁର,୦୮/୧୦/୨୦୨୨ (ଟୁକୁନା ପ୍ରଧାନ)-: ଦୃଢ଼ ଇଚ୍ଛାଶକ୍ତି ଏଵଂ କଠିନ ପରିଶ୍ରମ ଫଳରେ ଓ ଏ ଏସ୍ ପରୀକ୍ଷା ରେ ୧୧୮ ନମ୍ବର ସ୍ଥାନ ରଖି ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ପି. ନୂଆଗାଁର ରାଜେନ୍ଦ୍ର ଜେନା । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ମିଳୁଛି ଶୁଭେଛା ଓ ଅଭିନନ୍ଦନ ର ସୁଅ । ରାଜେନ୍ଦ୍ର ବର୍ତ୍ତମାନ ଡାକବିଭାଗରେ କାର୍ଯ୍ୟରତ ଅଛନ୍ତି । ରାଜେନ୍ଦ୍ରଙ୍କ ଏହି ସଫଳତା ପାଇଁ ତାଙ୍କ ବାପା ମା, ଭାଇ ଏବଂ ବନ୍ଧୁ ପରିଜନ ଏବଂ ସାଙ୍ଗସାଥି ମାନେ ଖୁସି ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here