ସୁପ୍ରିମକୋର୍ଟ ର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ

0
178

ନୂଆଦିଲ୍ଲୀ,୦୯/୧୧/୨୦୨୨: ଆଜି ସୁପ୍ରିମକୋର୍ଟ ର ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ ଶପଥ ଗ୍ରହଣ କରିଛନ୍ତି।ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତା ର ଶପଥ ପାଠ କରାଇଛନ୍ତି।ଏହି ଉତ୍ସବରେ ରାଷ୍ଟ୍ରପତି ଙ୍କ ସମେତ ଉପରାଷ୍ଟ୍ରପତି, ସୁପ୍ରିମକୋର୍ଟ ର ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here