ଭାଗବତ ମହାପୁରାଣ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ

0
79

ବ୍ରହ୍ମପୁର,୦୨/୦୮/୨୦୨୩:ସ୍ଥାନୀୟ ବ୍ରହ୍ମାନଗର ଠାରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଭାଗବତ ମହାପୁରାଣ ପାରାୟଣ ଗତ ୧୨ତାରିଖ ଠାରୁ ମଙ୍ଗବାର ଦିନ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସୁରେନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥୁଲା।ଏହି କାର୍ଯ୍ୟକ୍ରମର ଉଦଯାପନ ଦିବସରେ ହନୁମାନ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହୀନ ବେହେରା, ସୁକାନ୍ପଟ୍ଟନାୟକ,ସ୍ବାଧୀନ ପାତ୍ର ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବ୍ୟାସ ଭାବେ ଭୁବନାନନ୍ଦ ଗିରି ଏବଂ ପ୍ରବଚନ କାର୍ଯ୍ୟକର୍ମରେ ରମାକାନ୍ତ ଦାସ, ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର,ଭାସ୍କର ଦୋରା, ରାମନାଥ ଦାସ, ପୁଷ୍ପାଞ୍ଜଳି ପାଢ଼ୀ,ଜମ୍ବୁବତି ଗୌଡ ପ୍ରମୁଖ ଦିଗଦର୍ଶନରେ ଭାଗ
ନେଇଥିଲେ। ୧୫ ଦିନ ଧରି ଚାଲିଥିବା ଭାଗବତ ମହାପୁରାଣ ପାରାୟଣର ମଙ୍ଗବାର ଶେଷ ଦିନ ହୋଇଥିବାରୁ ଅଞ୍ଚଳବାସିଙ୍କ ସମେତ ବହୁ ପୁରୁଷ ଓ ମହିଳା ଭକ୍ତ ଉପସ୍ଥିତ
ଥିଲେ.

LEAVE A REPLY

Please enter your comment!
Please enter your name here