ବ୍ରହ୍ମପୁର,୦୪/୦୩/୨୦୨୪:ବିଜେପିମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଜାନନ୍ଦ୍ ବିଶ୍ଵାଳ ଙ୍କ ନେତୃତ୍ୱ ରେ ଆଜି ବ୍ରହ୍ମପୁର ଏବଂ ଗୋପାଳପୁର ନିର୍ବାଚମଣ୍ଡଳୀ, ଦିଗପହଣ୍ଡି ମଣ୍ଡଳୀରେ ରେ ବିଶାଳ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ନାରୀ ଶକ୍ତି ବନ୍ଦନ ପଦଯାତ୍ରା ଅନୁଷ୍ଠିତ ହେଇଥିଲା
ଏହି କାର୍ଯ୍ୟକ୍ରମ ରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ସୁବାସ ସାହୁ, ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର, ବରିଷ୍ଠ ନେତା ଅରୁଣ ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ମନିତା ଦାସ, ପ୍ରେମଶୀଲା ନନ୍ଦ, ଜିଲ୍ଲା ସାଧାରଣ ସମ୍ପାଦିକା ବର୍ଷା ବିଦୁସ୍ମିତା, ମୋନିକା ପ୍ରହରାଜ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଟିକୁ ଜନସମ୍ପର୍କ ଫାଉଣ୍ଡେସନ ଏନ ଜେ ଓ ସହଯୋଗ ରେ ହେଇଥିଲା