ଗଞ୍ଜାମ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ସମ୍ମାନ -୨୦୨୪ ଅନୁଷ୍ଠିତ

0
114

 

ବ୍ରହ୍ମପୁର,୧୭/୦୩/୨୦୨୪:ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ଗଞ୍ଜାମ ବିଜେପି ମହିଳା ମୋର୍ଚ୍ଚା ତରଫରୁ ନାରୀ ଶକ୍ତି ସମ୍ମାନ -୨୦୨୪ ଅନୁଷ୍ଠିତ ହୋଇଯାଇଛି।
ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁଯା ନନ୍ଦ ବିଶ୍ୱାଳ ଙ୍କ ନେତୃତ୍ୱ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ଡାକ୍ତର ସୁବାସ ସାହୁ, ଡାକ୍ତର ସନ୍ଧ୍ୟା ରାଣୀ ତ୍ରିପାଠୀ, କର୍ପୋରେଟର ବନିତା ସାହୁ, ମହିଳା ମୋର୍ଚ୍ଚା ପ୍ରଭାରୀ ଦେବଦତ୍ତ ମହାରାଜ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ରଶ୍ମିତା ଦଳେଇ, ସାଧାରଣ ସମ୍ପାଦିକା ବର୍ଷା ବିଦୁସ୍ମିତା, ମୋନିକା ପ୍ରହରାଜ, ମାନିତା ଦାସ, ଆଶା ଦାସ, ରଂଜିତା ଡାକୁଆ, ଗୀତା ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବର୍ଗ ର ଉଦ୍ୟୋଗୀ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here