ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ

0
96

ଭୂବନେଶ୍ୱର,୨୮/୦୫/୨୦୨୪:
ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ ହୋଇଛନ୍ତି । ଶ୍ବାସଜନିତ ସମସ୍ୟା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି । ଏ ନେଇ ସେ ନିଜେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସୂଚନା ଦେଇଛନ୍ତି ।ସେ ଲେଖିଛନ୍ତି ଯେ, ‘ପୋଷ୍ଟ କୋଭିଡ୍ ଯୋଗୁଁ ହୋଇଥାଇପାରେ, ମୋତେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି, ଫଳରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ।ସେଠାରେ ଡାକ୍ତରମାନେ ମୋର ଯତ୍ନ ନେଉଛନ୍ତି ।’

LEAVE A REPLY

Please enter your comment!
Please enter your name here