Home ବ୍ରହ୍ମପୁର ସ୍ପେଶାଳ ଗ୍ରୀଷ୍ମ ଅବକାଶ ଟେନିସ କୋଚିଂ କ୍ୟାମ୍ପ ଉଦଯାପିତ

ଗ୍ରୀଷ୍ମ ଅବକାଶ ଟେନିସ କୋଚିଂ କ୍ୟାମ୍ପ ଉଦଯାପିତ

0
110

ବ୍ରହ୍ମପୁର,୩୦/୦୫/୨୦୨୪:ସ୍ଥାନୀୟ ୟୁନିୟନ କ୍ଲବ ପରିସର ସ୍ଥିତ ଟେନିସ ଏରିନା ରେ ଦୀର୍ଘ ୨୦ ଦିନ ଧରି ଚାଲିଥିବା ଗ୍ରୀଷ୍ମ ଅବକାଶ ଟେନିସ କୋଚିଂ କ୍ୟାମ୍ପ ଆଜି ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବି.କ୍ରିଷ୍ଣା ରାଓ, ୟୁନିୟନ କ୍ଲବ ସେକ୍ରେଟାରୀ ଅରୁଣ ବିଷୋୟୀ ଜି.ଡି.ଟି.ଏ ସଭାପତି ଅବଦୁଲ ସତାର,ସେକ୍ରେଟାରୀ ରାଜେଶ ସାହୁ, ଚେୟାରମ୍ୟାନ ମିତେନ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନ ଙ୍କ ମଧ୍ୟ ରେ ଗଞ୍ଜାମ ଟେନିସ ଏସୋସିଏନ ର ବରିଷ୍ଠ ସଭ୍ୟ ଶିବିର ର ସଫଳ ପ୍ରତିଯୋଗି ଙ୍କୁ ଟ୍ରଫି ସହ ସମ୍ମାନିତ କରିଥିଲେ। ରାମହରି ନଗର ମାଁ ସରସ୍ବତୀ ବିଦ୍ୟା ମନ୍ଦିର ୭ମ ଶ୍ରେଣୀ ଛାତ୍ର ସନ୍ତୁଜ ଅପ୍ତାରହ୍ନ ସୁଆର ଏବଂ ସି.ଏଚ.ଶଙ୍କର ପାତ୍ର ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଗ୍ରୀଷ୍ମ ଅବକାଶ ଶିବିର ରେ ମୋଟ ୨୫ ଜଣ ଖେଳାଳି ନାମ ଲେଖାଇଥିବା ବେଳେ କଳିଙ୍ଗ ଷ୍ଟାଡିୟମ ର ଆସିଷ୍ଟାଣ୍ଟ କୋଚ ମହେଶ୍ବର ସ୍ବାଇଁ ଟେନିସ ଖେଳାଳୀ ଙ୍କୁ କୋଚିଂ ପ୍ରଦାନ କରୁଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!