ନୀଳକଣ୍ଠେଶ୍ଵର ସେବା ପ୍ରତିଷ୍ଠାନ କମିଟିର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

0
12

ବ୍ରହ୍ମପୁର, ୧୭/୦୬/୨୦୨୪ : ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ସେବା ପ୍ରତିଷ୍ଠାନ କମିଟିର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସଭ୍ୟଙ୍କ ସର୍ବସମ୍ମତିକ୍ରମେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ କଲ୍ୟାଣ ମଣ୍ଡପ ନଂ ୨ ଠାରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ କାଳୀ କିଙ୍କର ପାତ୍ର, ଉପସଭାପତି ଜଗଦୀଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ବିପ୍ରଚରଣ ଦଳେଇ, ସମ୍ପାଦକ ଦାସରଥି ବେହେରା, ସହ-ସମ୍ପାଦକ ବି.ପ୍ରଶାନ୍ତ ପାତ୍ର, କୋଷାଧ୍ୟକ୍ଷ ଏ.ବାସୁଦେବ ରେଡ଼ୀ, ମାର୍ଗଦର୍ଶକ ଭାବେ ରଘୁନାଥ ସୁବୁଦ୍ଧି, ରାଧାଗୋବିନ୍ଦ ପାଢ଼ୀ, ଏସ୍.ଦଣ୍ଡପାଣି, କେ.ହରିନାରାୟଣ ସୁବୁଦ୍ଧି, ସଦାନନ୍ଦ ସେନାପତି, କାର୍ଯ୍ୟକାରୀ ସଭ୍ୟ ଭାବେ ଭୈରବ ସ୍ୱାଇଁ, ପ୍ରଫୁଲ୍ଲ ବେହେରା, ଦାମୋଦର ପାଣିଗ୍ରାହୀ, ଉପେନ୍ଦ୍ର ପାଣିଗ୍ରାହୀ, ମୋହନ ଚରଣ ସ୍ୱାଇଁ, ବୀରଭଦ୍ର ରାଓ ଏବଂ ବି.ନାନୀ ଚୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here