ବ୍ରହ୍ମପୁର,୦୨/୦୭/୨୦୨୪:
ବନ ମହୋତ୍ସବ ସପ୍ତାହ ର ଦ୍ବିତୀୟ ଦିବସରେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ଗୋସାଇଁ ନୂଆଗାଁ ଥାନା ପଛପଟ ରାସ୍ତାରେ ବିଭିନ୍ନ କିସମର ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ କେ ଅନୀଲ କୁମାର ଙ୍କ ସମେତ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଜଗନ୍ନାଥ ସାବତ କର୍ପୋରେଟର ପାର୍ବତୀ ପ୍ରଧାନ, ପୂର୍ବତନ କର୍ପୋରେଟର ମମତା ବିଷୋୟୀ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଲକ୍ଷ୍ମଣ ଚୌଧୁରୀ, ମୁକୁନ୍ଦ ଗୌଡ଼,କେଦାର ନାଥ ଚୌଧୁରୀ, ରିତୁ ପଣ୍ଡା, ଜିତେନ୍ଦ୍ର ନାଥ ପଟ୍ଟନାୟକ, କୈଳାସ ପଟ୍ଟନାୟକ, ପ୍ରଭାକର ମହାନ୍ତି, ଭବାନୀ କୁମାର ସାହୁ, ଅରୁଣ ମିଶ୍ର, ବଳରାମ ପାତ୍ର, ସତ୍ୟଜିତ ମହାରଣା, ପଙ୍କଜ ସାବତ, ନିରଞ୍ଜନ ଜେନା, ଶିବ ପ୍ରଧାନ, ସଂଜିବ ସାବତ, ଶଙ୍କର ବେହେରା, ଏନ୍ ରାମ ପ୍ରସାଦ ରାଓ, କିର୍ତନ ପଣ୍ଡା,ସିମାଞ୍ଚଳ ଗୌଡ଼, ସୂର୍ଯ୍ୟ ମହାନ୍ତି, ସୁମିତ୍ରା ମହାରଣା, ଜିତେନ୍ଦ୍ର ଦାସ, ସୁଦର୍ଶନ ମହାଙ୍କୁଡ, ଜଗଦୀଶ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ।