ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ

0
11

ବ୍ରହ୍ମପୁର, ୦୩/୦୭/୨୦୨୪: ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା । ସେହି ପରୀ ଏଠାରେ ଛାତ୍ର ଛାତ୍ରୀ ମାନେ ବୃକ୍ଷ୍ ରୋପଣ ର ଆବଶ୍ୟକତା ନେଇ ସଚେତନ କରିଥିଲେ । ସମସ୍ତେ ବୃକ୍ଷ ରୋପଣ କରିବା ନେଇ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏପରୀ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ସାମିଲ୍ ହୋଇଥିଲେ l ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ , ଶାରୀରିକ ଶିକ୍ଷୟତ୍ରୀ ଦୀପ୍ତି ରାଣୀ ସାହୁ, ତମନାଁ ରାଣୀ ନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସହଯୋଗ କରିଥିଲେ l ଏପରି କାର୍ଯ୍ୟ ପାଇଁ ସ୍କୁଲର ଚେୟାରମେନ ଗୌରୀ ଶଙ୍କର ପଣ୍ଡା,ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା,ଉପା ଉପାଧ୍ୟକ୍ଷ! ପ୍ରଣତି ଦାସ, ନିର୍ଦେଶକ କୁନାଲ କୌଶିକ ପଣ୍ଡା, ସହକାରୀ ନିର୍ଦେଶକ ରାହୁଲ ରାଜ୍ ପଣ୍ଡା,ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here