କୁନି ରଥ ରେ ବଡ଼ ଠାକୁର କାଳିଆ

0
40

ବ୍ରହ୍ମପୁର,୦୬/୦୭/୨୦୨୪:ରଥ ଯାତ୍ରା ଆସିଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ତିଆରି କରିଥାନ୍ତି ରଥ।ପ୍ରତି ବର୍ଷ ଭଳି ଚଳିତ ଥର ମଧ କାଳିଆ ପାଇଁ ତିଆରି କରିଛନ୍ତି ରଥ। ବିଶ୍ବ ର ସବୁଠୁ ଛୋଟ ରଥ କରିସାରିବା ପରେ କାଳିଆ ପାଇଁ ବିଭିନ୍ନ ସାମଗ୍ରୀ ରେ ରଥ କରି ଚାଲିଛନ୍ତି ସତ୍ୟ। ଚଳିତ ବର୍ଷ
ରଥ ଯାତ୍ରା ଅବସରର ସତ୍ୟ ଦିଆସିଲ କାଠି ରେ ନିର୍ମାଣ କରିଛନ୍ତି ରଥ, ଯାହା କି ନନ୍ଦିଘୋଷ ରଥ ଅବିକଳ ୧୬ ଚକ, ୪ ଘୋଡ଼ା, ୨ ଓଲଟ ଶୁଆ, ଦଧିନଉତି, ସାରଥୀ, ପତିତପାବନ ବାନା ଏବଂ ମହାପ୍ରଭୁ ରହିଛନ୍ତି। ଅତିଛୋଟ ହେଲେ ସୁଦ୍ଧା ରଥ ଟି ବହୁତ୍ ସୁନ୍ଦର ଭାବେ ଗଢ଼ିଛନ୍ତି ସତ୍ୟ। ଯାହାର ଉଚ୍ଚତା ୩ ଇଞ୍ଚ ଓ ଓସାର ୨ଇଞ୍ଚ ରହିଛି। ଏହା କୁ ତିଆରି କରିବାକୁ ସତ୍ୟ ଙ୍କୁ ଗୋଟିଏ ଦିନ ଲାଗିଥିଲା ଏହ ସହ ମୃଦୁ ପାନୀୟ ଡବା ରେ ଜଗନ୍ନାଥ ତିଆରି କରିଛନ୍ତି।

LEAVE A REPLY

Please enter your comment!
Please enter your name here