ବ୍ରହ୍ମପୁର ସ୍ପେଶାଳ ବିଜେପି ର ନୂତନ ଦାୟିତ୍ୱ ଘୋଷଣା।ଟି.ଗୋପୀ ହେଲେ ରାଜ୍ୟ ପ୍ୟାନେଲିଷ୍ଟ By Nirikhyaka - July 11, 2024 0 145 FacebookTwitterPinterestWhatsApp ଭୁବନେଶ୍ୱର,୧୧/୦୭/୨୦୨୪ ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ୟାନେଲିଷ୍ଟ ଭାବେ ଶ୍ରୀ ଟି. ଗୋପୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଛି ।