ବିଜେପି ର ନୂତନ ଦାୟିତ୍ୱ ଘୋଷଣା।ଟି.ଗୋପୀ ହେଲେ ରାଜ୍ୟ ପ୍ୟାନେଲିଷ୍ଟ

0
101

ଭୁବନେଶ୍ୱର,୧୧/୦୭/୨୦୨୪ ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ୟାନେଲିଷ୍ଟ ଭାବେ ଶ୍ରୀ ଟି. ଗୋପୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here