Home ବ୍ରହ୍ମପୁର ସ୍ପେଶାଳ ଗଞ୍ଜାମ ମୁକ୍ତମଞ୍ଚ ପକ୍ଷରୁ ସାହିତ୍ୟ ଖଟି

ଗଞ୍ଜାମ ମୁକ୍ତମଞ୍ଚ ପକ୍ଷରୁ ସାହିତ୍ୟ ଖଟି

0
77

ବ୍ରହ୍ମପୁର, ୧୬/୦୭/୨୦୨୪:ସ୍ଥାନୀୟ ପ୍ରେମନଗର ଠାରେ ଗଞ୍ଜାମ ମୁକ୍ତ ମଞ୍ଚ ତରଫରୁ ଏକ ଅନୁପମ କାର୍ଯ୍ୟକ୍ରମ ‘ଚା’ ଚକୋଲେଟ୍ ସାହିତ୍ୟ ଖଟି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବରିଷ୍ଠ ଲେଖକ ସୁଶାନ୍ତ ଦାଶ, ମୟୂରଭଞ୍ଜ ଜିଲ୍ଲା ପଯ୍ୟବେକ୍ଷକ ଅଲେଖ ପାଳ , ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା.ରାଜେନ୍ଦ୍ର ବେହେରା, କବି ମିହିର ତ୍ରିପାଠୀ, ଲେଖିକା ଅଞ୍ଜଳି ଦାଶ ପ୍ରମୁଖ ଯୋଗ ଦେଇଥିଲେ। ରଶ୍ମିତା କୁମାରୀ ଦଳାଇ ଓ ଶିବାନନ୍ଦ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ | ସୁନିଲ ପ୍ରଧାନ, ଶଙ୍କର ବିଶ୍ଵାଳ, ଶୁଭସ୍ମିତା, ବର୍ଷାରାଣୀ, ଗୀତାରାଣୀ, ବାଦଲ, ତ୍ରିଲୋଚନ,ଶିବ ପ୍ରମୁଖଙ୍କ ସହ ୬୦ ଜଣ ଯୁବ ସାହିତ୍ୟ ପ୍ରେମୀ ଉପସ୍ଥିତ ରହି କବିତା ଆଉ ଗଳ୍ପ ପାଠ କରିଥିଲେ ।ଆଗକୁ ମଧ୍ଯ ଏମିତି ସାହିତ୍ୟ ଖଟି ଜାରି ରହିବ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!