ରୋଟାରି କ୍ଳବ ପକ୍ଷରୁ ବିଶ୍ବ ଜନସଂଖ୍ୟା ଦିବସ ପାଳିତ

0
57

ବ୍ରହ୍ମପୁର,୧୯/୦୭/୨୦୨୪:ବ୍ରହ୍ମପୁର ରୋଟାରି କ୍ଳବ ପକ୍ଷରୁ ବିଶ୍ବ ଜନସଂଖ୍ୟା ସପ୍ତାହ ଦିବସ ଉପଲକ୍ଷେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲି ପ୍ରେମନଗର ସ୍ଥିତ ରୋଟାରି କ୍ଳବ ନିକଟରୁ ବାହାରି ଟାଉନ ଥାନା, ଗିରିଜା ଛକ ହୋଇ ଶେଷରେ ରାମଲିଙ୍ଗେଶ୍ବର ପାର୍କ ଠାରେ ସଚେତନତା ସଭା ଆୟୋଜିତ କରାଯାଇଥିଲା।ଏହି ରାଲି ରେ ସହର ର ବିଭିନ୍ନ କ୍ଳବ ର ସଦସ୍ୟ ଙ୍କ ସମେତ ସଂକଳ୍ପ ବିଦ୍ୟାଳୟ ଏବଂ ବେଦବ୍ୟାସ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here