ବ୍ରହ୍ମପୁର,୧୧/୦୮/୨୦୨୪: ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ଠାରେ ପ୍ୟାରେଡ୍ ଓ ଶାରୀରିକ କ୍ରୀଡା ଅଭ୍ୟାସ ହୋଇଥିଲା। ଏଥିରେ ବ୍ରହ୍ମପୁର ଆର୍ . ଇ. ଅଫ ପୋଲିସ, ଏମ୍. ଲକ୍ଷ୍ମୀ ରଞ୍ଜନ ପରିଚାଳନା କରିଥିଲେ । ଏହା ଉକ୍ତ ତିନି ଦିନ ଧରି ଅଭ୍ୟାସ ପ୍ୟାରେଡ୍ ଚାଲିବ। ଏହି ପ୍ୟାରେଡ୍ ରେ ୩୯ ଗୋଟି ଦଳ ଓ ଶାରୀରିକ କ୍ରିଡାରେ ୬ ଗୋଟି ଦଳ ଅଂଶ ଗ୍ରହଣ କରିବେ।ଏହି ପ୍ୟାରେଡ୍ ରେ ଏନ ସି ସି ଓ ସିଭିଲିୟାନ ଦଳ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ଅଂଶ ଗ୍ରହଣ କରୁଛନ୍ତି।
Home ବ୍ରହ୍ମପୁର ସ୍ପେଶାଳ ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ବ୍ରହ୍ମପୁର ଠାରେ ପ୍ୟାରେଡ୍ ଅଭ୍ୟାସ ଓ ଶାରୀରିକ କ୍ରୀଡା ଅନୁଷ୍ଠିତ