ଲଳିତା କଲ୍ଚରାଲ ଏକାଡେମି ତରଫରୁ ନୃତ୍ୟ ପ୍ରତିଯୋଗିତା

0
14

ବ୍ରହ୍ମପୁର,୦୩/୦୯/୨୦୨୪:ସ୍ଥାନୀୟ ଟାଉନ ହଲ ପରିସରରେ ଲଳିତା କଲ୍ଚରାଲ ଏକାଡେମି ତରଫରୁ ଗ୍ରାଣ୍ଡ ଫିଷ୍ଟା ୨୦୨୪ଭାଗ ଦୁଇ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୃତ୍ୟ ପ୍ରତିଯୋଗିତା ସହ ମହିଳା ମାନକୁ ନେଇ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଏକାଡେମି ର ମୁଖ୍ୟ ପରିଚାଳିକା ଭି. ଚନ୍ଦ୍ରକଳା , ନୃତ୍ୟ ଗୁରୁ ନନ୍ଦୀ ଗନ୍ତାୟତ,ସଭାପତି ଦ୍ବାରିକା ନାଥ , କାମେଶ୍ୱର୍ ଓ ଅଭିନାଶ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ମୁଖ୍ୟଅତିଥି ରୂପେ ବିଧାୟକ କେ. ଅନିଲ କୁମାର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ସୁଦୀପ କୁମାର୍ ସାହୁ, ଅନିଲ ପାତ୍ର, ନାରାୟଣ ମହାଙ୍କୁଡ, ସତ୍ୟମ୍ ଶିବମ, ରାମୀୟ , କୃଷ୍ଣ ମୋହନ, ରମାଦେବୀ, ସତ୍ୟ, ଭି ସେନାପତି, ରାଜା ସେନାପତି, କାମେଶ୍ୱରି, ସସ୍ମିତା ରାଜ ସେନାପତି, ରବି କୁମାର ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ । ଶିବାନନ୍ଦ ବାରିକ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here