ମହାମାୟୀ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗରେ ଗୁରୁଦିବସ ପାଳିତ

0
18

ବ୍ରହ୍ମପୁର, ୦୫/୦୯/୨୦୨୪:
ପବିତ୍ର ଗୁରୁଦିବସ ଅବସରରେ ସ୍ଥାନୀୟ ମହାମାୟୀ ମହିଳା ମହ। ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କଲେଜ ଅଧ୍ଯକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ +୩ ଛାତ୍ରୀ ମାନେ ଡଃ ସର୍ଵପଲ୍ଲୀ ରାଧାକ୍ରିଷନ ଙ୍କ ଫୋଟ ରେ ପୁଷ୍ୟ ମାଲ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟା ଡ଼ ଅମିତା କୁମାରୀ ପଣ୍ଡା, ଅଧ୍ୟାପିକା ଡ଼ ସ୍ଵର୍ଣ୍ଣଲତା ପଟ୍ଟନାୟକ, ସବିତା ବାରିକ, ପ୍ରିୟଦର୍ଶିନୀ ମେକାପ ପ୍ରଭୃତି ଯୋଗ ଦେଇ ଛାତ୍ରୀମାନଙ୍କୁ ଗୁରୁ ଦିବସର ତାତ୍ପର୍ଯ୍ୟ ବୁଝାଇ ଥିଲେ । ଏଥିରେ ବିଭାଗର ସମସ୍ତ +୩ ଛାତ୍ରୀ ଯୋଗ ଦେଇ ସମସ୍ତ ଅଧ୍ୟାପିକା ଙ୍କ ଆର୍ଶିବାଦ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here