ବୁଗୁଡ଼ା ଘରୋଇ ବସ ମାଲିକ ସଙ୍ଘ ନିର୍ବାଚନ

0
11

ବୁଗୁଡା ୦୭/୦୯/୨୪ ଏକତ୍ରିତ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଘରୋଇ ବସ ମାଲିକ ସଂଘ l ୨୦୧୬ ମସିହା ଠାରୁ ଗଠିତ ଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ବୁଗୁଡ଼ା ବସଷ୍ଟାଣ୍ଡ ପାଖ କାର୍ଯ୍ୟାଳୟରେ ସଙ୍ଘର ସଦସ୍ୟମାନଙ୍କ ଉପସ୍ଥିତିରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଆଇନଜୀବୀ ହର ପ୍ରସାଦ ଦାଶ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଭି.ରାଜେନ୍ଦ୍ର ରାଓ ଦୋରା କାର୍ଯ୍ୟକାରୀ ସଭାପତି, ସରୋଜ କୁମାର ସାହୁ ଉପସଭାପତି, ଦୀପକ କୁମାର ଦାଶ ସାଧାରଣ ସମ୍ପାଦକ, ପ୍ରମୋଦ କୁମାର ସାହୁ ଯୁଗ୍ମସମ୍ପାଦକ , ସୂର୍ଯ୍ୟ ଗୌଡ଼ କୋଷାଧ୍ୟକ୍ଷ,ଓ ବାଉରୀବନ୍ଧୁ ସ୍ୱାଇଁ ବସଷ୍ଟାଣ୍ଡ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଉପଦେଷ୍ଟା ଭାବେ ଯଯାତି କେଶରୀ ମହାନ୍ତି, ନୀଳାଞ୍ଚଳ ପଣ୍ଡା, ରାଜେନ୍ଦ୍ର କୁମାର ପୋଲାଈ, କେଦାରନାଥ ମହାରଣା ଓ ପଞ୍ଚାନନ ସାହୁ ମନୋନୀତ ହୋଇଥିଲେ l

LEAVE A REPLY

Please enter your comment!
Please enter your name here