ବିଲୁଆ ଆକ୍ରମଣରେ ୧୫ ଜଣରୁ ଉର୍ଦ୍ଧ ଆହାତ

0
11

ପୋଲସରା ୨୫/୯/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବନାଞ୍ଚଳ ଅନ୍ତର୍ଗତ ହାତୀଓଟ, ଜେମାଦେଇପୁର ଓ ପ୍ରାଣଦେଇପୁର ଗ୍ରାମରେ ବିଲୁଆ କାମୁଡିବା ଯୋଗୁଁ ୧୫ ଜଣରୁ ଉର୍ଦ୍ଧ ଆହାତ ହୋଇଛନ୍ତି l ଆହାତମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ରହିଥିବା ବେଳେ ପୋଖରୀ ଓ ଚାଷ ଜମିକୁ ଯିବା ସମୟରେ ଗୋଟିଏ ବିଲୁଆ ସମସ୍ତଙ୍କୁ ଆକ୍ରମଣ କରିଛି l ବିଲୁଆଟି ଆଖପାଖ ତିନୋଟି ଗ୍ରାମର ଲୋକଙ୍କୁ କାମୁଡିଥିବା ବେଳେ ଆହାତ ବ୍ୟକ୍ତିମାନେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଫେରିଛନ୍ତି।

LEAVE A REPLY

Please enter your comment!
Please enter your name here