Home ବ୍ରହ୍ମପୁର ସ୍ପେଶାଳ ମାଁ ତାରଗଣ୍ଡା ଙ୍କ ଝାମ୍ ଯାତ୍ରା

ମାଁ ତାରଗଣ୍ଡା ଙ୍କ ଝାମ୍ ଯାତ୍ରା

0
6

ରାୟଗଡା,୧୪/୧୦/୨୦୨୪: ବିଷମକଟକ ବ୍ଲକ ଅନ୍ତର୍ଗତ ଦକୁଲୁଗୁଡା ଗ୍ରାମ ପଞ୍ଚାୟତ ସିନ୍ଧିପାଙ୍ଗ ଗ୍ରାମରେ ମାଁ ତାରଗଣ୍ଡାଙ୍କ ଝାମ୍ ଯାତ୍ରା। ଏହି ଯାତ୍ରା ନଅଦିନ ଧରି ଚାଲିଥାଏ ଓ ଶେଷଦିନ ଅଗ୍ନି ପରୀକ୍ଷା ମାଁ ଦେଇ ଥାଆନ୍ତି। ବିଭିନ୍ନ ପ୍ରକାରର ନାଟକ ସହ ମାଁ ଙ୍କୁ ଉତ୍ସବ କ୍ରମେ ମୁଖରିତ ହୋଇଥାଏ। ସମସ୍ତ ସଦସ୍ୟମାନେ ଓ ଗ୍ରାମର ସମସ୍ତ ଭକ୍ତ ସହଯୋଗ କରିଥାନ୍ତି।କ୍ଲବ୍ ର ସଭାପତି ରୋହିତ ଦଣ୍ଡସେନା, ସମ୍ପାଦକ ସନ୍ତୋଷ ରାଉତ, ତିରିଶି ଜଣ ସଦସ୍ୟ ରହି ଏହି କାର୍ଯ୍ୟକ୍ରମ ଟି ସମ୍ପାଦନ କରିଥାନ୍ତି। ପବିତ୍ର ଦଣ୍ଡସେନା, ବାହାକ ଛବିଲାଲ ଦଣ୍ଡସେନା ଓ ଗ୍ରାମର ଅନ୍ୟାନ୍ୟ ଭକ୍ତ ବୃନ୍ଦ ସହଯୋଗ କରିଥାନ୍ତି। ଏହି ଯାତ୍ରା ଠିକ୍ ଆଖପାଖ ଚାଳିଶି ଖଣ୍ଡ ଗ୍ରାମ ଓ ବାହାରୁ ହଜାର ସାକ୍ଷାତ ଭକ୍ତ ବୃନ୍ଦ ମାନେ ଆସିଥାନ୍ତି।ଯିଏ ଯାହା ମାନସିକ ଧାରି ମାନଙ୍କର ମାନସିକ ପୂରଣ ମାଁ କରିଥାନ୍ତି। ଏହି ଯାତ୍ରା ଆଦିମ ରାଜା ରାଜୁତି କାଳରୁ ଯାତ୍ରା ଆଜକୁ ପର୍ଯ୍ୟନ୍ତ ଚାଲି ଆସୁଅଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!