ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଜାରି : ୨ ଦିନରେ ୭ ଜଣ ମୃତକଙ୍କ ପରିବାରକୁ ସମବେଦନା।

0
3

ବୁଗୁଡା, ୩୦/୧/୨୫ : ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଦୁଇ ଦିନରେ ନିର୍ବାଚନ ମଣ୍ଡଳୀର ୭ ଜଣ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଜନସମ୍ପର୍କ ଜାରି ରଖିଥିବା ଜଣାପଡିଛି। ଜାନୁଆରୀ ୨୧ ତାରିଖ ଦିନ ୪ ମୃତକଙ୍କ ପରିବାରକୁ ଓ ଜାନୁଆରୀ ୩୦ ତାରିଖ ଦିନ ୩ ଜଣ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଜନସାଧାରଣଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ୨୦ ତାରିଖ ଦିନ ପୋଲସରା ବ୍ଲକ୍ ହଂସରାଳି ଗ୍ରାମର ଟୁନା ନାହାକ (୪୦)ଙ୍କ ଆକସ୍ମିକ ମୃତ୍ୟୁ ବରଣ ଖବର ପାଇ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡ଼ା ବ୍ଲକର ମାଣିତରା ଗ୍ରାମର ଟୁନା ବେହେରା (୪୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମୃତକଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହି ବୁଗୁଡ଼ା ବ୍ଲକର ଭଗବାନପୁର ଗ୍ରାମ ର ରୀନା ସାହୁ (୩୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲର। ପୋଲସରା ଏନ୍.ଏ.ସି ୱାର୍ଡ଼ ନଂ-୧୦ ବଜାର ସାହିର ରାମନାଥ ପାତ୍ର (୪୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଜାନୁଆରୀ ୩୦ ତାରିଖ ଦିନ ୩ ମୃତକଙ୍କ ପରିବାର ନିକଟକୁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସମବେଦନା ଜଣାଇଥିଲେ। ପୋଲସରା ବ୍ଲକ ସୁନାରିବୁଗୁଡ଼ା ଗ୍ରାମର ଏସ୍.ପାରାମା ପାତ୍ର ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପୋଲସରା ବ୍ଲକ ମାଳତିବାଡ଼ି ଗ୍ରାମର ଅମୁଲି ନାହାକ (୪୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମୃତକଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେ�

LEAVE A REPLY

Please enter your comment!
Please enter your name here