ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ଭାବେ ଯୋଗ ଦେଲେ କଲ୍ୟାଣୀ ସଂଘମିତ୍ରା

0
7

ବ୍ରହ୍ମପୁର,୦୫/୦୨/୨୦୨୫:ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଭାବେ କଲ୍ୟାଣୀ ସଂଘମିତ୍ରା ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୧ ମସିହା ରେ ଓଡିଶା ପ୍ରଶାସନିକ ସେବା ଯୋଗ ଦେଇଥିବା କଲ୍ୟାଣୀ ସଂଘମିତ୍ରା ବ୍ରହ୍ମପୁର ମହାନଗର ନିଗମ ର ଡେପୁଟି କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି।ଦାୟିତ୍ୱ ଗ୍ରହଣ କରିବା ପରେ ମେୟର ସଂଘମିତ୍ରା ଦଲେଇ ଙ୍କୁ ସୌଜନ୍ୟ ମୁଳକ ସାକ୍ଷାତ କରିଥିଲେ। ସୁଚନା ଯୋଗ୍ୟ ଯେ, ସେ ଏଠାରେ ଯୋଗ ଦେବା ପୂର୍ବରୁ ସେପ୍ଟେମ୍ବର ୨୦୨୩ ରୁ ରାୟଗଡା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ lପୂର୍ବରୁ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଦିଗପହଣ୍ଡି ତହସିଲ, ମୋହନା ତହସିଲ ଏବଂ କୁକୁଡାଖଣ୍ଡି ତହସିଲ ରେ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ l

LEAVE A REPLY

Please enter your comment!
Please enter your name here