Home ବ୍ରହ୍ମପୁର ସ୍ପେଶାଳ ବୁଗୁଡା ଶାଖା ଦିବ୍ୟ ଜୀବନ ସଂଘର ପରିଚାଳନା କମିଟି ଗଠନ

ବୁଗୁଡା ଶାଖା ଦିବ୍ୟ ଜୀବନ ସଂଘର ପରିଚାଳନା କମିଟି ଗଠନ

0
3

ବୁଗୁଡା, ୨୫/୪/୨୬ : ସ୍ୱାମୀ ଶିବାନନ୍ଦ ସାଂସ୍କୃତିକ ଓ ଆଧ୍ୟାତ୍ମିକ କେନ୍ଦ୍ର, ବୁଗୁଡା ଶାଖା ଦିବ୍ୟ ଜୀବନ ସଂଘର ୧୫ ଜଣ ଗୁରୁ ଭାଇ ଓ ଭଉଣୀ ବୃନ୍ଦଙ୍କୁ ନେଇ ନୂତନ କର୍ମକର୍ତ୍ତା ମନୋନୀତ ସହ ପରିଚାଳନା କମିଟି ଗଠନ ହୋଇଯାଇଛି। ପରିଚାଳନା କମିଟିର ଉପଦେଷ୍ଟା ଭାବେ ବରିଷ୍ଠ ସଦସ୍ୟ ପ୍ରଫୁଲ ଚନ୍ଦ୍ର ପାଢ଼ୀ ଓ ନାରାୟଣ ଗନ୍ତାୟତ ମନୋନୀତ ହୋଇଥିବା ବେଳେ ରଘୁନାଥ ସାହୁ (ସଭାପତି), ଲଳିତ ମୋହନ ପଟ୍ଟନାୟକ (ଉପସଭାପତି) ଓ ରୀନା ଚୌଧୁରୀ ( ଉପସଭାନେତ୍ରୀ), ସନ୍ତୋଷ କୁମାର ରାଉତ (ସମ୍ପାଦକ), ପ୍ରସନ୍ନ କୁମାର ସ୍ୱାଇଁ (ସହସମ୍ପାଦକ), ଗୀତା ରା ( ସହସମ୍ପାଦିକା), କିଶୋର କୁମାର ପଣ୍ଡା (କୋଷାଧ୍ୟକ୍ଷ), ଭଗବାନ ସ୍ୱାଇଁ ଓ ସୁବାସ ଚନ୍ଦ୍ର ସ୍ୱାଇଁ (ଉପକୋଷାଧ୍ୟକ୍ଷ) ଏବଂ ସଦସ୍ୟ ଓ ସଦସ୍ୟା ଭାବେ ଡାକ୍ତର ଅମ୍ବିକା ପ୍ରସାଦ ବିଷୋୟୀ, ଭବାନୀ ଶଙ୍କର ପ୍ରଧାନ, ରିକ୍ମିଣୀ ରଞ୍ଜନ ପ୍ରଧାନ, ସାରଳା ସ୍ୱାଇଁ ଓ ରଶ୍ମିତା ଗୌଡ଼ ମନୋନୀତ ହୋଇଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!