ଗଞ୍ଜାମ, ୨୮/୦୪/୨୦୨୦ ( ଟୁକୁନା ପ୍ରଧାନ) – : ଆଜି
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା, ଉସ୍ତାପଡା,ବନ୍ଥପଲ୍ଲି ଓ ମୁକ୍ତାମାଳଦେଇପୁର ଶାସନ ଗ୍ରାମକୁ ଯାଇ ସରକାରଙ୍କ ତରଫରୁ ଦିଆଯାଉଥିବା କରୋନା ସହାୟତା ଠିକ ଭାବେ ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏଥିସହ ମୁକ୍ତାମାଳଦେଇପୁର ଶାସନ ଗ୍ରାମର ରବିନ୍ଦ୍ର କୁମାର ମହାପାତ୍ର ନାମକ କେନ୍ସର ପିଡ଼ିତାଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।