ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଆଇନ ବିଭାଗର ମୁଖ୍ୟ ଡ଼.ଭାଗିରଥି ପାଣିଗ୍ରାହୀ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

0
161

ଗୋପାଳପୁର,୩୧/୦୫/୨୦୨୦(ବ୍ୟୁରୋ ରିପୋର୍ଟ)-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଆଇନ ବିଭାଗର ମୁଖ୍ୟ ଡ଼.ଭାଗିରଥି ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଆଇନ ବିଭାଗର ମୁଖ୍ୟ ଡ଼.ଭାଗିରଥି ପାଣିଗ୍ରାହୀଙ୍କୁ ବିଭାଗ ପକ୍ଷରୁ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ଫୁଲତୋଡା ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ବିଭାଗର ପ୍ରଫେସର ଡ଼.ଦିଲ୍ଲୀପ ମହାପାତ୍ର ପ୍ରଫେସର ଡ଼.ପାଣିଗ୍ରାହୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ବିଦାୟ ସମ୍ବର୍ଦ୍ଧନା କରିଥିଲେ।ଡ଼.ପାଣିଗ୍ରାହୀ ଆଇନ ବିଭାଗର ମୁଖ୍ୟ ସହ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ଓ ଛାତ୍ରାବାସର ମୁଖ୍ୟ ଦାୟିତ୍ୱ ନେଇ କାର୍ଯ୍ୟରିତ କରୁଥିଲେ।ସେ ଜଣେ ଦକ୍ଷ ଅଧ୍ୟାପକ ,ପ୍ରବୀଣ ଗବେଷକ, ଆଇନ ବିଶାରଦ ଓ ପରପକାରି ବ୍ୟକ୍ତି ଥିଲେ।ବର୍ତ୍ତମାନ ବିଭାଗର ମୁଖ୍ୟ ରୂପେ ପିଜି କାଉନସିଲର ଚ୍ୟାରମେନ ଦାୟିତ୍ୱ ରେ ଥିବା ବେଳେ କନଭେଟେର ପଦବୀରେ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ତ୍ରିଲୋଚନ ଲେଙ୍କା, କିରାଣୀ ପ୍ରଦୀପ କୁମାର ବେହେରା ଓ ଇନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଅବସର ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ପକ୍ଷରୁ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ଫୁଲତୋଡା ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ବିଭାଗର ପ୍ରଫେସର ଡ଼.ଦିଲ୍ଲୀପ ମହାପାତ୍ର ପ୍ରଫେସର ଡ଼.ପାଣିଗ୍ରାହୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ବିଦାୟ ସମ୍ବର୍ଦ୍ଧନା କରିଥିଲେ।ଡ଼.ପାଣିଗ୍ରାହୀ ଆଇନ ବିଭାଗର ମୁଖ୍ୟ ସହ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ଓ ଛାତ୍ରାବାସର ମୁଖ୍ୟ ଦାୟିତ୍ୱ ନେଇ କାର୍ଯ୍ୟରିତ କରୁଥିଲେ।ସେ ଜଣେ ଦକ୍ଷ ଅଧ୍ୟାପକ ,ପ୍ରବୀଣ ଗବେଷକ, ଆଇନ ବିଶାରଦ ଓ ପରପକାରି ବ୍ୟକ୍ତି ଥିଲେ।ବର୍ତ୍ତମାନ ବିଭାଗର ମୁଖ୍ୟ ରୂପେ ପିଜି କାଉନସିଲର ଚ୍ୟାରମେନ ଦାୟିତ୍ୱ ରେ ଥିବା ବେଳେ କନଭେଟେର ପଦବୀରେ ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ତ୍ରିଲୋଚନ ଲେଙ୍କା, କିରାଣୀ ପ୍ରଦୀପ କୁମାର ବେହେରା ଓ ଇନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଅବସର ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here