ଚିକିଟି,୧୫/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଚିକିଟି ଫାଣ୍ଡି ଅଧିନସ୍ଥ ପରସମ୍ଭା ଗ୍ରାମର ନିଲେୟା ବେହେରା ଗତ କାଲି ପ୍ରାୟ ୧୦ ବେଳେ ଶୌଚ କରିବା ପାଇଁ ନଦୀ କୁ ଯାଇଥିଲେ ସେଠାରେ ଶୌଚ କରୁଥିବା ସମୟରେ ଗୋଡ଼ ଖସି ନିକୋଜ ହୋଇ ଯାଇଥିଲେ ଗ୍ରାମବାସୀ ଏଣେ ତେଣେ ଖୋଜି ପାଇ ପାରି ନଥିଲେ ପରେ ପରେ ଦମକଳ କେନ୍ଦ୍ରକୁ ଫୋନ କରିବା ପରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ରାତ୍ରି ଅନେକ ହୋଇ ଯାଇଥିବାରୁ ଆସି ଯାଇଥିଲେ ପୁଣି ଆଜି ସକାଳ ୭ଟା ଠାରୁ ୬ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖି ଶେଷରେ ଶବକୁ ଉଦ୍ଧାର କରି ଥିଲେ ଏହି ଘଟଣା କୁ ଅତ୍ୟନ୍ତ ସମ୍ବେଦନ ଶୀଳ ଭାବି ଦମକଳ ବାହିନୀ ଅହ ରହ ଚେଷ୍ଟା କରି ଥିବାରୁ ଅଂଚଳରେ ଚର୍ଚ୍ଚା ବେଶ ସବାସୀ ହୋଇଛି ଏଠାରେ କାଲି ଠାରୁ କଳ ବାଡ଼ ପଂଚାୟତର ସରପଞ୍ଚଙ୍କ ସ୍ୱାମୀ ମିଟୁ ପ୍ରଧାନ ମଧ୍ୟ ସେଠାରେ ଅହରହ ପହଁରା ଦେଇ ଆସୁଥିଲେ l ଶବ ମିଳି ବା ପରେ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିଲା l