ଶେରଗଡ ବ୍ଲକ କାର୍ଯ୍ୟାଳୟ ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ କୋଭିଟ ପରିସ୍ଥିତି ସଂପର୍କରେ ଆଲୋଚନା

0
157

 

ଶେରଗଡ,୨୯/୦୭/୨୦୨୦ (ହୃଷୀକେଶ ମହାନ୍ତି) ଆଜି ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶେରଗଡ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବ୍ଲକ ଅଂଚଳରେ ଚାଲିଥିବା କୋଭିଟ କାର୍ଯ୍ୟ କ୍ରମ ସମୀକ୍ଷା କରି ଥିଲେ ।ଆଉ କଣ କଣ ପଦକ୍ଷେପଏହି ବ୍ଲକ ପାଇଁ ନେବା ଆବଶ୍ଯକ ସେ ସଂପର୍କରେ ମତାମତ ସଂଗ୍ରହ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଶେରଗଡ ତହସିଲଦାର ଦୟାସିଂଧୁ ପରିଡା ଓ ବିଡିଓ ସୁରଂଜନ ସାହୁ ଏବଂ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଙ୍କ ସମେତ ବ୍ଲକ ର ବିଭିନ୍ନ ପଦାଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here