ପୁଣି ଘାରିଲା କରୋନା ଭୟ: ରାଜ୍ୟରୁ ପୁଣି ଆଜି ୧୭୦ ପଜିଟିଭ୍‌ ଚିହ୍ନଟ

0
535

ଭୂବନେଶ୍ୱର,୨୪/୦୩/୨୦୨୧:ରାଜ୍ୟକୁ ପୁଣି ଘାରିଲା କରୋନା ଭୟ। ପୁଣି ଆଜି ୧୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୯୯, ଲୋକାଲ କେସ୍‌ ରହିଛି ୭୧ । ନୂଆପଡା ଜିଲ୍ଲାରୁ ସର୍ବାଧିକ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୨୩ଜଣ, ଅନୁଗୁଳରୁ ୨,ବାଲେଶ୍ବରରୁ ୭, ବରଗଡରୁ ୨,ଭଦ୍ରକରୁ ୧,ବଲାଙ୍ଗିରରୁ ୫,ଦେଓଗଡରୁ ୩, ଗଜପତିରୁ ୧, ଗଞ୍ଜାମ ୧, ଯାଜପୁରରୁ ୫, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୮, କେନ୍ଦ୍ରାପଡା ୧, କେନ୍ଦୁଝର ୨, କୋରାପୁଟରୁ ୨, ମୟୁରଭଞ୍ଜରୁ ୮ଜଣ, ପୁରୀରୁ ୪ଜଣ,ରାୟଗଡାରୁ ୨ଜଣ,ସମ୍ବଲପୁରରୁ ୭ଜଣ,ସୋନପୁରରୁ ୧,ସୁନ୍ଦରଗଡରୁ ୨୨ ଏବଂଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୩ଲକ୍ଷ ୩୯ହଜାର୨୪୬ରେ ପହଞ୍ଚିଛି। ୩ଲକ୍ଷ ୩୬ହଜାର ୨୬୬, ଆକ୍ଟିଭ୍‌ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି ୧୦୦୮ ଜଣ।।

LEAVE A REPLY

Please enter your comment!
Please enter your name here