ଶେରଗଡ,୧୬/୦୫/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ଶେରଗଡ ବ୍ଲକ ର ଢେଙ୍କିଶାଳ ଗ୍ରାମରେ ଏକ ଶୁଦ୍ଧି କ୍ରିୟା ଭୋଜି ଚାଲିଥିବା ଖବରପାଇ ଶେରଗଡ ତହସିଲଦାର ଦୟାସିନ୍ଧୁ ପରିଡା ଓ ଥାନା ଅଧିକାରୀ ମମତା ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିଛନ୍ତି। ଏହା ସହ ରନ୍ଧା ଖାଦ୍ୟ କୁ ନେଇ ଏକାଠି ଗାଁ ଲୋକେ ବସିନଖାଇ ଲୋକେ ନିଜ ଘରକୁ ଏହି ଖାଦ୍ୟ ନେଇ ଘରେ ଖାଇବାକୁ ବ୍ଯବସ୍ଥା ଗ୍ରହଣ କରାଯାଇଛି ।ଏହାସହ ଭୋଜିର କର୍ତ୍ତାଙ୍କ ଠାରୁ ପ୍ରଶାସନ ୨୦୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।