ଷଷ୍ଠ ଶ୍ରେଣୀ ଛାତ୍ରୀ ଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଙ୍କୁ ଘେରିଲେ ଗ୍ରାମବାସୀ,ପ୍ରଧାନ ଶିକ୍ଷକ ଥାନାରେ ଅଟକ

0
188

ବ୍ରହ୍ମପୁର,୨୮/୦୭/୨୦୨୧ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ ଅଭିଯୋଗ କରି ପ୍ରଧାନ ଶିକ୍ଷକ ବଳରାମ ବେହେରାକୁ ଘେରିଲେ ଗ୍ରାମବାସୀ l ଆଜି ପ୍ରଧାନ ଶିକ୍ଷକ ବଳରାମ ଗ୍ରାମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ମେଧାବୃତ୍ତି ପରୀକ୍ଷା ସମ୍ବନ୍ଧରେ ଜଣାଇବାକୁ କହି ସ୍କୁଲକୁ ଡାକି ଅସଦାଚରଣ କଲାବେଳେ ଗ୍ରାମବାସୀ ପ୍ରଧାନ ଶିକ୍ଷକ ଙ୍କୁ ଅଟକ ରଖିଥିଲେ l ଖବର ପାଇ କବିସୂର୍ଯ୍ୟନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ପ୍ରଧାନ ଶିକ୍ଷକ ବଳରାମ ବେହେରାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here