ଲଗାଣ ବର୍ଷାରେ ଭାଙ୍ଗିଲା ଘର

0
260

ବ୍ରହ୍ମପୁର, ୧୩/୦୯/୨୦୨୧(ଟୁକୁନା ପ୍ରଧାନ)- ଲଘୁଚାପ ଯୋଗୁଁ ୩ଦିନ ଧରି ଲଗାଣ ବର୍ଷାରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ. ବରିଡା ସ୍ଥିତ ବଡଦାଣ୍ଡ ସାହିର କୈଳାଶ ବେହେରାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ସେ ବେସାହାରା ହୋଇଯାଇଛନ୍ତି । ୩ ବଖରା ଚାଳ ଘର ସହ ମାଟି କାନ୍ଥ ଥିବା ଯୋଗୁଁ ଲଗାଣ ବର୍ଷାରେ କାନ୍ଥ ଭିଜି ଭୁଶୁଡି ଯାଇଥିବା ବେଳେ ଅଳ୍ପକେ ସମସ୍ତେ ବର୍ତ୍ତିଯାଇଛନ୍ତି । ପ୍ରଶାସନ ତୁରନ୍ତ କୈଳାଶଙ୍କ ପାଇଁ ସହାୟତା ଦେବା ପାଇଁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here