ଭିଜିଲାନ୍ସ ଜାଲରେ ଉଠାଜଳ ସେଚନ ବିଦ୍ୟୁତ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର

0
318

ବ୍ରହ୍ମପୁର,୧୬/୦୯/୨୦୨୧ (ଟୁକୁନା ପ୍ରଧାନ)-: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଉଠା ଜଳସେଚନ ବିଦ୍ୟୁତ ବିଭାଗ ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଶ୍ବର ଦାସ । ବୁଗୁଡ଼ା ଅଞ୍ଚଳର ଜଣେ ଠିକାଦାର ଙ୍କୁ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ ବିଲ୍ କ୍ଲିଅର ଲାଗି ବ୍ରହ୍ମପୁର କାର୍ଯ୍ୟାଳୟ ଠାରେ ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ l ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ପାଞ୍ଚ ଜଣିଆ ଭିଜିଲାନ୍ସ ଟିମ୍ ଆଜି ଏକକାଳୀନ ଗଞ୍ଜାମ ଜିଲ୍ଲାର ତିନୋଟି ଉଠା ଜଳସେଚନ କାର୍ଯ୍ୟାଳୟ ବ୍ରହ୍ମପୁର, ଆସିକା ଓ ବୁଗୁଡ଼ା ରେ ଚଢ଼ାଉ କରି ଯାଞ୍ଚ କରିଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here