ବେଗୁନିଆପଡା ପଂଚାୟତ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ କେ. କଳ୍ପନା

0
242

ବ୍ରହ୍ମପୁର,୨୧/୦୧/୨୦୨୨ ( ଟୁକୁନା ପ୍ରଧାନ) :- କରୋନା ସଂକ୍ରମଣକୁ ତାଳ ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ବିଗୁଲ୍ ବାଜିବାପରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର କର୍ମୀ ,ନେତା, ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ତତ୍ପର ଦେଖାଦେଇଛି । ଏଥିସହିତ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ମଧ୍ଯ ଆଜି ଶେଷ ହୋଇଯାଇଛି। ଆଜି ଶେଷ ଦିବସରେ ଏହି ବ୍ଲକ୍ ଅନ୍ତର୍ଗତ ବେଗୁନିଆପଡା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଭାବେ ଶ୍ରୀମତୀ କେ. କଳ୍ପନା ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି। ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ପାତ୍ର ଯୁବ ନେତା କେ. କ୍ରିଷ୍ଣା ପାତ୍ର ଧର୍ମପତ୍ନୀ ଅଟନ୍ତି । ବିଗତ ପଂଚାୟତ ନିର୍ବାଚନ ତୁଳନାରେ ଚଳିତ ନିତର୍ବାଚନରେ ଯୋରଦାର ପ୍ରତିଦ୍ୱିନ୍ଦିତା ଦେଖାଦେବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here