ଶେଷ ଦିନରେ ଗଞ୍ଜାମରେ ୬୨୫୭ ଜଣ ପ୍ରାର୍ଥୀଙ୍କ ମନୋନୟନ ପତ୍ର ଦାଖଲ ।

0
384

ବ୍ରହ୍ମପୁର, ୨୧/୦୧/୨୦୨୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ମନୋନୟନ ପତ୍ର ଦାଖଲର ଆଜି ଶେଷ ଦିନରେ ଗଞ୍ଜାମ ଜିଲ୍ଲାରେ ୬୨୫୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ରହିଅଛି । ଜିଲ୍ଲାସ୍ତରରେ ଥିବା ପଂଚାୟତ ସମିତି ଏବଂ ଉପଜିଲ୍ଲାପାଳଙ୍କ ଦ୍ଵାରା ସଂଗୃହିତ ତଥ୍ୟକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚିତ ତଥ୍ୟ ଆଧାରରେ ଆଜି ୪୪୮୪ ଜଣ ୱାର୍ଡ ସଭ୍ୟ , ୮୩୪ ଜଣ ସରପଞ୍ଚ , ୭୮୫ଜଣ ସମିଟିସଭ୍ୟ ଏବଂ ୧୫୪ ଜଣ ଜିଲ୍ଲା ପରିଷଦ ପଦବୀ ପାଇଁ ନାମାଙ୍କନ ଭରିଥିବା ଜିଲ୍ଲାପଲଙ୍କ ଅଧୀନ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here