ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଚଳଚଞ୍ଚଳ ରଙ୍ଗେଇଲୁଣ୍ଡା ବ୍ଲକ ରାଜନୀତି

0
216

ରଙ୍ଗେଇଲୁଣ୍ଡା,୨୨/୦୧/୨୦୨୨:
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ରଙ୍ଗେଇଲୁଣ୍ଡା ବ୍ଲକ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଜିଲ୍ଲା ପରିଷଦ ଆସନ ନିମନ୍ତେ ତିନି ଦଳ କଂଗ୍ରେସ,ବିଜେଡି ଓ ବିଜେପି ପକ୍ଷରୁ ପାର୍ଥୀ ଚୟନ ହୋଇ ଚୂଡ଼ାନ୍ତ ନାମାଙ୍କନ ପତ୍ର ଦାଖଲ ହୋଇଛିl ଗଞ୍ଜାମ ଜିଲ୍ଲାର ସବୁଠାରୁ ବଡ ଏବଂ ଅଧିକ ପଞ୍ଚାୟତ ତଥା ୩୨ ଟି ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଆସନ ରହିଛି। ନାମାଙ୍କନ ପତ୍ର ଦାଖଲ କରିବା ଶେଷ ଦିନରେ କଂଗ୍ରେସ ପକ୍ଷରୁ ବିଶ୍ୱନାଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଏମ.ଧର୍ମାରାଜୁ ଙ୍କ ପତ୍ନୀ ଏମ. କୁସୁମ କୁମାରୀ ଙ୍କୁ ଏଠାରୁ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ। ସେହିପରି ୫୪ନମ୍ବର ଜୋନଟି ସାଧାରଣ ବର୍ଗ ପାଇଁ ସଂରକ୍ଷଣ ରହିଥିବାରୁ ଏଠାରେ ଇନ୍ଦ୍ରାକ୍ଷି ପଞ୍ଚାୟତର କେ.ଋଷିକେଶ ରେଡି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ୫୫ନମ୍ବର ଜୋନ ଟି ଅନୁସୂଚିତ ଜାତି ପାଇଁ ସରଂକ୍ଷଣ ଥିବା ବେଳେ ଲୁହାଝର ପଂଚାୟତରୁ ସିତା ପ୍ରଧାନ ଙ୍କୁ ଦଳ ଏଠାରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ବିଜେପି ପକ୍ଷରୁ ୫୩ନମ୍ବର ଜୋନ ନିମନ୍ତେ କନିସି ପଂଚାୟତର ପୂର୍ବତନ ସମିତି ସଭ୍ୟା କାଜଲ ପାତ୍ରଙ୍କୁ ମଇଦାନକୁ ଛାଡି ଗଡ଼ ରକ୍ଷା କରିବାକୁ ଉଦ୍ୟମ କରୁଥୁବା ବେଳେ ୫୪ ଜୋନ ନିମନ୍ତେ ନୂଆଁ ମୁହଁ ତଥା ସମାଜସେବୀ ଯୁବନେତା ଶୁଭାଶିଷ ସାହୁ ପାର୍ଥି ପତ୍ର ଦାଖଲ କରିଥିବା ବେଳେ ୫୫ ନମ୍ବର ଜୋନ ନିମନ୍ତେ ମଧ୍ୟ ନୂଆ ଚେହେରା ଜି.କୁର୍ମା ଙ୍କୁ ପ୍ରାର୍ଥୀ କରୁଥୁବା ଜଣା ପଡିଛି l ଅନ୍ୟ ପଟେ ୫୩ଜୋନ ବିଜେପିର ଗଡ଼ ଭାବେ ପରିଚିତ ରହିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ଥରେ ବିଜେପି ଗଡ ଦଖଲ କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରି କନିଶୀ ପୂର୍ବତନ ସମିତି ସଭ୍ୟା କାଜଲ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟ ପଟେ ୫୩ ନଂ ଜୋନକୁ ଚଳିତ ଥର ବିଜେପି ପାଖରୁ ଛଡାଇ ନେବା ନିମନ୍ତେ ବିଜେଡି ପୂର୍ବତନ ଜିଲ୍ଲାପରିଷଦ ତଥା ହଳଦିଆପଦର ସରପଞ୍ଚ ରାଜେଶ୍ୱରୀ ଦୋରା ଙ୍କୁ ପାର୍ଥୀ କରି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ସେହିପରି ୫୪ ନଂ ଜୋନରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିପକ ସାମନ୍ତ ଏବଂ ୫୫ ନମ୍ବର ଜୋନ ନିମନ୍ତେ ଭାବିନିପୁରର ପୂର୍ବତନ ସରପଞ୍ଚ ତଅପୋଇ ଦାସ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।
ବିଜେପି ପକ୍ଷରୁ ୫୩ନମ୍ବର ଜୋନ ନିମନ୍ତେ କନିସି ପଂଚାୟତର ପୂର୍ବତନ ସମିତି ସଭ୍ୟା କାଜଲ ପାତ୍ରଙ୍କୁ ମଇଦାନକୁ ଛାଡି ଗଡ଼ ରକ୍ଷା କରିବାକୁ ଉଦ୍ୟମ କରୁଥୁବା ବେଳେ ୫୪ ଜୋନ ନିମନ୍ତେ ନୂଆଁ ମୁହଁ ତଥା ସମାଜସେବୀ ଯୁବନେତା ଶୁଭାଶିଷ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୫୫ ନମ୍ବର ଜୋନ ନିମନ୍ତେ ମଧ୍ୟ ନୂଆ ଚେହେରା ଜି.କୁର୍ମା ଙ୍କୁ ପ୍ରାର୍ଥୀ କରୁଥୁବା ଜଣା ପଡିଛି। ଅନ୍ୟ ପଟେ ୫୩ଜୋନ ବିଜେପିର ଗଡ଼ ଭାବେ ପରିଚିତ ରହିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ଥରେ ବିଜେପି ଗଡ ଦଖଲ କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରି କନିସି ପୂର୍ବତନ ସମିତି ସଭ୍ୟା କାଜଲ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟ ପଟେ ୫୩ ନଂ ଜୋନକୁ ଚଳିତ ଥର ବିଜେପି ପାଖରୁ ଛଡାଇ ନେବା ନିମନ୍ତେ ବିଜେଡି ପୂର୍ବତନ ଜିଲ୍ଲାପରିଷଦ ତଥା ହଳଦିଆପଦର ସରପଞ୍ଚ ରାଜେଶ୍ୱରୀ ଦୋରା ଙ୍କୁ ପ୍ରାର୍ଥୀ କରି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୫୪ ନଂ ଜୋନରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦିପକ ସାମନ୍ତ ଏବଂ ୫୫ ନମ୍ବର ଜୋନ ନିମନ୍ତେ ଭାବିନିପୁରର ପୂର୍ବତନ ସରପଞ୍ଚ ତଅପୋଇ ଦାସ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ଦଳୀୟ ଟିକେଟ ତିନିଦଳ ମଧ୍ୟରୁ ୯ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବ୍ଲକ ଓ ପଞ୍ଚାୟତ ରେ ଶେଷ ଦିନରେ ମୋଟ ୱାର୍ଡ଼ ସଭ୍ୟ ୫୭୨ଜଣ, ସରପଞ୍ଚ ୧୨୬ ଜଣ, ସମିତି ସଭ୍ୟ ସଂଖ୍ୟା ୧୦୪ଜଣ ହୋଇଥିବା ବେଳେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ମଧ୍ୟରୁ ମୋଟ ୮୦୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here