ଜରଡା ପୋଲିସ ପକ୍ଷରୁ ୧୦ ଙ୍କୁ ମୋଷ୍ଟ ୱାଣ୍ଟେଡ ଘୋଷଣା ଓ ୧୦୦୦୦/- ପୁରସ୍କାର ଘୋଷଣା।

0
577

ପାତ୍ରପୁର, ୨୭/୦୧/୨୦୨୨:ଜରଡ଼ା ଥାନା ଅନ୍ତର୍ଗତ ବାବନପୁର ଗ୍ରାମରେ ହୋଇଥିବା ରାଜନୈତିକ ହିଂସାକାଣ୍ଡରେ ପି ନୋକାୟ ଏବଂ କେ ଭିମାୟାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାରେ ଦୀର୍ଘ ଦିନ ଧରି ଅଭିଯୁକ୍ତ ମାନେ ଧରା ନ ପଡିବା ପରେ ଜରଡା ଥାନା ପକ୍ଷରୁ ଅଭିଯୁକ୍ତ ମାନଙ୍କ ଫୋଟୋ ସହ ପୋଷ୍ଟର ଜରଡ଼ା ଥାନାର ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ ମରାଯିବ । ଏଥିଲାଗି ପୁରସ୍କାର ରାଶି ମଧ୍ୟ ଘୋଷଣା ହୋଇଛି।

LEAVE A REPLY

Please enter your comment!
Please enter your name here