ପୋଡ଼ାମାରିରେ ବନ ମହୋତ୍ସବ

0
153

ସାନଖେମୁଣ୍ଡି,୦୪/୦୭/୨୦୨୨: ପୋଡ଼ାମାରି ସ୍ଥିତ ଭଞ୍ଜସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅତିଥି ଭାବେ ବନପାଳ ବାରିକ ବେହେରା ଟି ଗୋବିନ୍ଦପୁର ବନରକ୍ଷୀ ରଞ୍ଜିତ ମାଳି ପୋଡ଼ାମାରି ବନରକ୍ଷୀ ଗାୟତ୍ରୀ ପ୍ରଧାନ, ଡୋଳବ ବନରକ୍ଷୀ ବିଷ୍ଣୁପ୍ରିୟା ଗୌଡ ସରପଞ୍ଚ ସନ୍ତୋଷ ବିଷୋୟୀ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ସଚେତନତା ସହ ବୃକ୍ଷରୋପଣ ଜଙ୍ଗଲ ସୁରକ୍ଷା ସମ୍ପର୍କ ରେ ଆଲୋକପାତ କରିଥିଲେ।ପ୍ରଧାନଶିକ୍ଷୟତ୍ରି ବିଷ୍ଣୁପ୍ରିୟା ପଟ୍ଟନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଯୋଗ ଦେଇ ଅତିଥିଙ୍କ ସହ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରାରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here