ଗଞାଇ ଚାଲାଣ କାରୀ ଗିରଫ

0
340

ବ୍ରହ୍ମପୁର, ୨୧/୮/୧୯; ଆଜି ଗୋଷାଣି ନୂଆଗାଁ ଥାନା ପକ୍ଷ ରୁ ୨ଜଣ ଗଞାଇ ଚାଲାଣ କରୀ ଙ୍କୁ ଗିରଫ କରିଛି। ଭୋର ସମୟ ୪.୩୦ ସମୟ ରେ ମୋହନା ଅଂଚଳ ର ୨ଯୁବକ ଜହନ ବିଷୋୟୀ ଓ ଜିନିଷ ଅଧିକାରୀ ୬କି୨୦୦ଗ୍ରାମ ଓଜନ ର ଗଞାଇ ଚାଲାଣ ବେଳେ ପୋଲିସ୍ ଗିରଫ କରିଛି। ସେମାନଙ୍କୁ ୨୦(ବି)/୨୫ ଏନଡି ପିସି ଧାରା ଗିରଫ କରି କୋର୍ଟ ଚାଲାଣ କରାଯାଇଛି

LEAVE A REPLY

Please enter your comment!
Please enter your name here