ଚିକିତ୍ସା ରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ

0
369

ନମସ୍କାର,🙏🙏

ଉପରକ୍ତ ଫୋଟ ରେ ଶଯ୍ୟାଶାୟୀ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାସୁଦେବ ମହାନ୍ତି ,ପିତା- ଗୋକୁଳ ନନ୍ଦ ମହାନ୍ତି , ଗ୍ରାମ-ଜିଲୁଣ୍ଡି, ବ୍ଲକ- ଭଞ୍ଜନଗର (ଗଞ୍ଜାମ)। ବାସୁଦେବ ମହାନ୍ତି ପେଶା ରେ ଜଣେ ବସ କଣ୍ଡକ୍ଟର।ପରିବାର କହିଲେ ସ୍ତ୍ରୀ ଏବଂ ୨ ପୁଅ (୧୨ ବର୍ଷ ଏବଂ ୯ ବର୍ଷ)।ଗତ ୪ ତାରିଖରେ ସେ କାମ ରେ ଥିବା ସମୟ ରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା ।ସଙ୍ଗେ ସଙ୍ଗେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ନିଆଯାଇଥିଲା ପରେ ତାଙ୍କୁ ବିଶାଖାପାଟଣା କୁ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କ ଚିକିତ୍ସା ନିମନ୍ତେ ୧୨ ଲକ୍ଷ ସାରିଯାଇଥିଲେ ସୁଦ୍ଧା ସେମିତି କୌଣସି ଆଖି ଦୃଷ୍ଟିଆ improvement ଦେଖାଯାଇନାହଁ ଆଗକୁ ତାଙ୍କୁ ଆହୁରି ଚିକିତ୍ସା ର ଆବଶ୍ୟକତା ଅଛି ଏବଂ ଚିକିତ୍ସା ର ଭରଣା ଭରିବା ମଧ୍ୟ ତାଙ୍କ ସ୍ତ୍ରୀ ପକ୍ଷେ ସକ୍ଷମ ନୁହନ୍ତି।ତେଣୁ ଆପଣ ସମସ୍ତଙ୍କୁ ଅନୁରଧ ଆପଣ ଯେତିକି ବି ପାରିବେ ସାହାଯ୍ୟ କଲେ ସେ ଅର୍ଥନୈତିକ ସଙ୍କଟ ରୁ ବାହାରିବା ସହିତ ଭଲରେ ଚିକିତ୍ସିତ ହୋଇ ଘରକୁ ଫେରିବେ ବୋଲି ଆଶା ରଖିଛନ୍ତି।ଆପଣଙ୍କ ଆର୍ଶୀବାଦ ସହ ସହଯୋଗ ଏବଂ ଭଗବାନ ଙ୍କ ଭରସା ରେ ତାଙ୍କ ସ୍ତ୍ରୀ ଓ ଛୁଆ.🙏🏼🙏🏼🙏🏼😔😔 PHONE PAY-9692425462 (Dibyasish pattanayak)
(AXIS) ACCOUNTS NUMBER – 918010060849372
IFSC CODE ‐ UTIB0002887
CONTACT NUMBER -9861209290

LEAVE A REPLY

Please enter your comment!
Please enter your name here