ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ : ୪ ଗୋଟି ଟ୍ରାକ୍ଟର ଜବତ କଲେ ବୁଗୁଡା ତହସିଲଦାର

0
6

ବୁଗୁଡା , ୧୧/୩/୨୫ : ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବେଳେ ମାର୍ଚ୍ଚ ୧୧ ତାରିଖ ଦିନ ବୁଗୁଡା ତହସିଲଦାର ତାପସ ରାଉତ ୪ ଗୋଟି ଟ୍ରାକ୍ଟରକୁ ଜବତ କରିଥିବା ଜଣାପଡିଛି। କରଚୁଲିରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର, ତାକରଡାରେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଓ ବାଲିପଦରରେ ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ଦ୍ୱାରା ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଥିବା ବେଳେ ବୁଗୁଡା ତହସିଲଦାର ଶ୍ରୀ ରାଉତ ଜବତ କରିଥିବା ବେଳେ ରାଜସ୍ୱ ବିଭାଗ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here