“କାନ୍ଦେନା ଲୁହ ସରିଯିବ “ସାମାଜିକ ନାଟକ ମଞ୍ଚସ୍ଥ

0
6

ପୋଲସରା ୧୬/୦୩/୨୫ ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗ ଗ୍ରାମରେ ହରଗୌରୀ ନାଟ୍ୟ ସଂସଦ ଦ୍ବାରା ସାମାଜିକ ନାଟକ “କାନ୍ଦେନା ଲୁହ ସରିଯିବ ” ୧୫/୦୩/୨୫ ତାରିଖ ପବିତ୍ର ହୋଲି ଅବସରରେ ମଞ୍ଚସ୍ଥ ହୋଇଯାଇଛି।ପାଣ୍ଡିରିପଡା ସରପଞ୍ଚ ରଘୁନାଥ ଭୂୟାଁଙ୍କ ଉଦ୍ୟମରେ ଅନୁଷ୍ଠିତ ନାଟକକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ଏବଂ, ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ, ମଥୁରା ମଣ୍ଡଳ ବିଜେପି ସଭାପତି ମହେଶ୍ୱର ପରିଡ଼ା, ବରିଷ୍ଠ ନେତା ପୀତବାସ ପ୍ରଧାନ, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ସାହୁ, କୃଷ୍ଣ ଚନ୍ଦ୍ର ଜେନା, ରଘୁନାଥ ପ୍ରଧାନ, ପୃଥିବୀରାଜ ଭଞ୍ଜଦେଓ, କାମ୍ପ ବାଢେଈ, ରବିନ୍ଦ୍ର ନାୟକ, ରାଜେନ୍ଦ୍ର ପାତ୍ର ଓ ସୁନୀଲ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here