ଦୁବାଇ ଠାରେ ମୁତ୍ଯୁ ବରଣ କରିଥିବା ଦାଦନ ଶ୍ରମିକ ଙ୍କ ମର ଶରୀର ପହଞ୍ଚିଲା

0
904

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ପଥରା ଗ୍ରାମ ର ବସନ୍ତ ସାଧବ, ଦୁବାଇ ଠାରେ ଏକ କମ୍ପାନୀ ରେ କାଯ୍ୟ କରୁଥିବା ବେଳେ ହୃଦାଘାତ ରେ ମୁତ୍ଯୁ କରିଥିଲେ। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ର ଉଦ୍ୟମ ରେ ଦୀର୍ଘ ୯ ଦିନ ପରେ ତାଙ୍କ ମର ଶରୀର ନିଜ ଗ୍ରାମ ପଥରା ରେ ପହଞ୍ଚିଛି। ବସନ୍ତ ସାଧବ ଙ୍କ ସ୍ତ୍ରୀ ଙ୍କୁ ମୁତ୍ୟୁକାଳୀନ ସହାୟତା ଓ ଶବ ସତ୍କାର ପାଇଁ ୨୦୫୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଏଡିଏମ, ଜିଲ୍ଲା ପରିଷଦ ସଭାପତି, ସରପଂଚ ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here